Indonesia Says Located Black Box Recorders From Crashed Plane | NandighoshaTV

0 Просмотры
Издатель
ଇଣ୍ଡୋନେସିଆରେ ନିଖୋଜ ଯାତ୍ରୀବାହୀ ବିମାନର ମିଳିଲା ବ୍ଲାକବକ୍ସ । ସମୁଦ୍ରରୁ ବିମାନର ବ୍ଲାକବକ୍ସ ମିଳିଛି । ବ୍ଲାକବକ୍ସ ଦୁର୍ଘଟଣାର କାରଣ ସ୍ପଷ୍ଟ କରିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । ପୂର୍ବରୁ ବିମାନର ଭଗ୍ନାବଶେଷକୁ ସମୁଦ୍ରରୁ ଉଦ୍ଧାର କରିଥିଲେ ନୌସେନା । ପ୍ରାୟ ୧୫ଟି ଜାହାଜ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତେବେ ଏଯାଏଁ କୌଣସି ଯାତ୍ରୀଙ୍କ ସନ୍ଧାନ କିମ୍ବା ମୃତଦେହ ମିଳିନାହିଁ । ଗତକାଲି ମୋଟ୍‌ 62 ଜଣ ଯାତ୍ରୀଙ୍କୁ ନେଇ ଜାକର୍ତ୍ତାରୁ କାଲିମନ୍ତାନ ଉଡ଼ାଣ ଆରମ୍ଭ କରିଥିଲା ଇଣ୍ଡୋନେସିଆର ବୋଇଂ ୭୩୭-୫୦୦ ବିମାନ । ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରେ ୬ ଜଣ ଶିଶୁ ଥିଲେ



Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.

Visit Our Website:
Watch Live:
YouTube:
Facebook:
Twitter:
Instagram:
#NandighoshaTV #Odisha #OdiaNews

*Nandighosha TV Is Available On Following DTH Channels*

* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 728
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
Категория
Бокс
Комментариев нет.